Private company

Cuttack Printing Press

Cuttack Printing Press is an Indian press of 1865 based in Cuttack.1 It was founded by Gourishankar Ray.1

କଟକ ପ୍ରିଣ୍ଟିଂ ପ୍ରେସ (Cuttack Printing Press) ୧୮୬୫ ମସିହାରେ କଟକରେ ପ୍ରତିଷ୍ଠିତ ଏକ ଛାପାଖାନା । ଓଡ଼ିଶା ମିଶନ ପ୍ରେସ ପରେ ଏହା ଓଡ଼ିଶାର ଦ୍ୱିତୀୟ ଓ ଅଣମିଶନାରୀ ଏବଂ ଓଡ଼ିଆଙ୍କ ପ୍ରତିଷ୍ଠିତ ପ୍ରଥମ ଛାପାଖାନା ଥିଲା । ବିଚିତ୍ରାନନ୍ଦ ଦାସ ଓ ଗୌରୀଶଙ୍କର ରାୟ କଟକର ଆଲାମଚାନ୍ଦ ବଜାରରେ ଏହି ଛାପାକଳର ସ୍ଥାପନା କରିଥିଲେ । ଢେଙ୍କାନାଳ ରାଜ୍ୟର ରାଜା ଭାଗିରଥୀ ମହେନ୍ଦ୍ର ବାହଦୁରଙ୍କ ସମେତ ଓଡ଼ିଶାର ଗଡ଼ଜାତ ରାଜାମାନେ ଏଥି ନିମନ୍ତେ ପାଣ୍ଠି ପ୍ରଦାନକରିଥିଲେ । ସ୍ଥାପନାର ବର୍ଷେ ପରେ ଏହାର ଏକ ପ୍ରମୁଖ ପ୍ରକାଶନ ରୂପେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଓ ସାହିତ୍ୟପତ୍ର ଉତ୍କଳ ଦୀପିକା ଏଠାରୁ ପ୍ରକାଶ ପାଇଥିଲା ।2 From the or Wikipedia, CC BY-SA 4.0

Last updated Oct 21, 2026.

Overview

1865Founded1
  • HeadquartersCuttack, India1

The story

Founded by Gourishankar Ray in 1865.1

Leadership

Who has led Cuttack Printing Press, and when. Pick a name to see everywhere that person has worked.

Timeline

  1. 1865Founded Founded1

Sources

The numbers on this page point here. Each one links to the record it came from.

  1. 1
  2. 2