Private company

ରୂପଭାରତୀ ଲିମିଟେଡ

ରୂପଭାରତୀ ଲିମିଟେଡ is an Indian film production company, founded in 1947.1

ରୂପଭାରତୀ ଲିମିଟେଡ ଥିଲା ଏକ ପବ୍ଲିକ ଲିମିଟେଡ କମ୍ପାନୀ ଯାହା ଚଳଚ୍ଚିତ୍ର ପ୍ରସ୍ତୁତି ଓ ପ୍ରଦର୍ଶନ, ଥିଏଟର ତଥା ଆନୁଷଙ୍ଗିକ ବ୍ୟବସାୟ ନିମନ୍ତେ ୧୯୪୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହି କମ୍ପାନୀ ଚଳଚ୍ଚିତ୍ର - "ଶ୍ରୀ ଜଗନ୍ନାଥ" (୧୯୫୦ ମସିହା) ଯାହାକି ଓଡ଼ିଆ ଭାଷାରେ ତୃତୀୟ ଚଳଚ୍ଚିତ୍ର ଥିଲା, ତାହାର ପ୍ରସ୍ତୁତ କର୍ତ୍ତା ଥିଲେ । ଚଳଚ୍ଚିତ୍ର ପ୍ରସ୍ତୁତି ପାଇଁ ଏପରି ପବ୍ଲିକ ଲିମିଟେଡ (ବା ସର୍ବ-ସାଧାରଣଙ୍କୁ ଭାଗ ନେବା ପାଇ ଖୋଲିଥିବା) କମ୍ପାନୀ ଭାବରେ ଏହା ଓଡ଼ିଶାରେ ପ୍ରଥମ (ଏବଂ ଆଜି ପର୍ଯ୍ୟନ୍ତ ଏକମାତ୍ର) କମ୍ପାନୀ ଓ ହୁଏତ ସାରା ଭାରତରେ ଦ୍ୱିତୀୟ ପବ୍ଲିକ ଲିମିଟେଡ କମ୍ପାନୀ ଅଟେ ।2 From the or Wikipedia, CC BY-SA 4.0

Last updated Oct 21, 2026.

Overview

1947Founded1

Timeline

  1. 1947Founded Founded1

Sources

The numbers on this page point here. Each one links to the record it came from.

  1. 1
  2. 2